#ଗୋରୁ_ଚାଲାଣ_ବେଳେ_ମାଡ଼ିବସିଲେ..
ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ଗୋମାଫିଆ ବଢିବାରେ ଲାଗିଛନ୍ତି, ପୋଲିସ ପ୍ରଶାସନକୁ ଆଖିରେ ଧୂଳି ଦେଇ ଚଲାଉଛନ୍ତି ବେଧଡକ ଗୋଚାଲାଣ! ସେହିପରି ଗତକାଲି ରାତ୍ରିରେ ବାଲିମୁଣ୍ତା ଛକ ନିକଟରେ ଏକ ଛୋଟ ଡାଲା ଅଟୋ ଗାଡିରେ ଅତି ଅମାନୁଷିକ ଭାବରେ ୮ ଟି ଗୋରୁଙ୍କୁ ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ବେଳେ ଗୋସେବକ ମାନେ ଖବର ପାଇ ଗାଡିଟିକୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#Smuggling#Basudevpur
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
