ବ୍ରିଜ୍ ନକ୍ସା ବଦଳାଇବା ପଛରେ କିଏ ? || Brahmapur Haladiapadar Overbridge Controversy ||Odisha Reporter
କାହା ସ୍ବାର୍ଥରେ ବଦଳାଯାଇଥିଲା ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍ ନକ୍ସା ? କାହା ଭୁଲ୍ ପାଇଁ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ ? ଗତ ସରକାରର ବଡ଼ ବଡ଼, ରାଜନେତା, ବିଲଡର ଓ ପ୍ରଭାବଶାଳୀଙ୍କୁ ଡବଲ୍ ମୁନାଫା ଦେବାକୁ ସେମାନଙ୍କ ଜମି ଉପର ଦେଇ ବ୍ରିଜ୍ ନିଆଯାଇଛି।
#OdishaReporter#Odisha#Berhampur#Haladiapada#BerhampurAccidentTragedy
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
