Advertisment

କିଏ କହିଲା ମଣିଷପଣିଆ ମଲାଣି, ଚରମ୍ପାର ସନ୍ତୋଷ ବାରିକଙ୍କ କଥା ଦେଖନ୍ତୁ | Honesty Still Exists! || Bhadrak |OR

Advertisment

#କିଏ_କହିଲା_ମଣିଷପଣିଆ_ମଲାଣି
ସବୁଠି ଟଙ୍କା ଯେମିତି କଥା କହୁଛି । ଟଙ୍କା ପାଇଁ କେଉଁଠି ମୁଣ୍ଡ ଗଡୁଛି ତ କେଉଁଠି ମାରପିଟ୍ । ଚୋରି ଛିନତାଇ ଭଳି ଘଟଣା ନିଇତି ସାମନାକୁ ଆସୁଛି । ଏଭଳି ସ୍ଥିତିରେ ଭିଡ଼ ଭିତରେ ଯଦି ଟଙ୍କା କି ମୂଲ୍ୟବାନ ସାମଗ୍ରୀ ହଜିଯାଏ, ଫେରି ପାଇବାର ଆଶା କିଏ ବା ରଖିବ? କିନ୍ତୁ ମଣିଷପଣିଆ ଯେ ଏବେ ବି ବଞ୍ଚିଛି ତାହା ପ୍ରମାଣିତ କରି ଦେଖାଇଛନ୍ତି ଏହି ଯୁବକ ଜଣକ । ଏ ହେଉଛନ୍ତି ସନ୍ତୋଷ କୁମାର ବାରିକ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bhadrak#humankindness#charampa#HumanityLives#InspiringStory#SantoshKumarBarik#KindnessMatters#GoodDeed#HonestMan#HopeInHumanity#Inspiration#RealHero

Advertisment
Bhadrak News Odisha Viral Hero Odia Positive News Trending Odia News Inspiring People India Honesty Story India Odisha Proud Moment Odia Emotional Video Odisha Latest News Heartwarming Story Good News Odisha Real Hero Odisha Odia viral news Odisha Inspiration Humanity Still Exists Odia Youth Returns Money Honest Man Odisha Santosh Barik Odisha Viral Story Odia news Odisha odia news live odisha reporter youtube Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe