Advertisment

ହ୍ୟୁମାନଙ୍କ ମାଆଙ୍କୁ କାହିଁକି ଦୁର୍ବ୍ୟବହାର କରିଥିଲେ ହ୍ୟୁମାନଙ୍କ ମ୍ୟାନେଜର? |Humane Sagar Manager Dinesh |OR

Advertisment

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ ଯାହାଙ୍କୁ ତାଙ୍କ ମାଆ ଦାୟୀ କରୁଥିଲେ ସେ କହିଲେ ପ୍ରକୃତରେ ଘଟିଥିଲା କଣ ?ଆମେ କହୁଛୁ, ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କ କଥା । ହ୍ୟୁମାନଙ୍କ ମାଆଙ୍କୁ କାହିଁକି ଦୁର୍ବ୍ୟବହାର କରିଥିଲେ ?ଟଙ୍କା କାହା ଆକାଉଣ୍ଟକୁ ଆସୁଥିଲା ?ସେ ଜନୈକା କଣ୍ଠଶିଳ୍ପୀଙ୍କ ସହ ତାଙ୍କର ସମ୍ପର୍କ କଣ ?ଆଠଗଡ଼ ମହୋତ୍ସବରେ ବାସ୍ତବରେ କଣ ଘଟିଲା ?କାହିଁକି ଗୀତ ଗାଇପାରିଲେନି ହ୍ୟୁମାନ ? ଜନୈକା ଉପସ୍ଥାପିକାଙ୍କୁ ହ୍ୟୁମାନଙ୍କ ସୋ 'ରୁ କାହିଁକି ବାହାର କରାଗଲା ? ଏ ସମସ୍ତ ଟିକନିଖ କଥା କହିଛନ୍ତି ଦିନେଶ ବେହେରା ।
#OdishaNews_HumanSagar#EntertainmentNews_DineshBehera
#CelebrityNews_Odisha#SingerNews#MusicIndustry#MediaInteraction#PublicDisclosure#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odia viral news Odisha Entertainment News Human Sagar interview Odia singer death case Odia celebrity news Human Sagar latest news Athagarh Mahotsav incident Odia music industry controversy Human Sagar mother allegation Odia singer Human Sagar Human Sagar controversy Human Sagar manager Dinesh Behera Human Sagar death news Odisha National News odia khabar odia news live today news odisha reporter youtube Odisha Reporter odia news
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe