#କମେଣ୍ଟରୁ_ରାଗ_ରାଗରୁ_ଅଭିଯୋଗ_ଚାଲିଗଲା_ଜୀବନ !
କାହା କଥା ଠିକ୍? ପିଇଓ ଠିକ୍ ନା ଆଡିସନାଲ୍ ତହସିଲଦାର୍ ମ୍ୟାଡାମ ଠିକ୍। ଅଭିଯୋଗ ଆସିଲା ପିଇଓଙ୍କ ନାଁରେ। ତାପରେ ହଠାତ ବିଷ ପିଇଦେଲେ ପିଇଓ। ଘଟଣାଟି ଗଂଜାମ ଜିଲ୍ଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର। କାହିଁକି ବିଷ ପିଇ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଲେ ପିଇଓ ଦଣ୍ଡପାଣି ପାତ୍ର? ଅତିରିକ୍ତ ମହିଳା ତହସିଲଦାରଙ୍କ ଅଭିଯୋଗରେ ଥିଲା କି ସତ୍ୟତା?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#chikiti#tahasildar#crimestory#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us