#ଅଚ୍ୟୁତଙ୍କର_କାହିଁକି_ଏ_ଦମ୍ଭୋକ୍ତି?
#କାହା_ବଳରେ_ଏ_ବହପ_ମାରୁଛନ୍ତି ?
କିଟ୍ ଆଉ କିସରେ ଜଣକ ପରେ ଜଣେ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଛି । କିଏ ଜୀବନ ହାରୁଛି ତ ଆଉ କାହାକୁ ହତ୍ୟା କରାଯାଉଛି । ଏସବୁ ଘଟଣାରେ ଦିନେ ହେଲେ ମୁହଁ ଖୋଲୁନଥିବା ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିନ୍ତୁ ବହପ ଦେଖାଉଛନ୍ତି । ଗତ ୩ ତାରିଖରେ ଏକ କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କ ବୟାନକୁ ନେଇ ଚର୍ଚ୍ଚା । ସେହି କାର୍ଯ୍ୟକ୍ରମରେ ଅଚ୍ୟୁତ କହିଥିଲେ, ମୋ ପଛରେ ଦିନରାତି କେତେ ପଡ଼ିଛନ୍ତି । ଯେତେ ପାରୁଛ ଟିଭିରେ କୁହ, ହେଲେ ମୁଁ ସେମିତି ମେଣ୍ଟେନ୍ କରି ରହିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#kissschool#kiituniversity#achyutasamant#Bhubaneswar#StudentDeath
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
