କାହିଁକି ଘନଘନ ଡିଏଲଫ୍ ଆସୁଥିଲେ ବରିଷ୍ଠ ପୋଲିସ୍ ଅଧିକାରୀ? | OPRB Police Recruitment Scandal | SI Exam Scam | Odisha Reporter
ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ବା OPRBର ସବ-ଇନସପେକ୍ଟର ବା ଏସଆଇ ଭଳି କିଛି ଗ୍ରୁପ୍-ବିପରୀକ୍ଷାର ସବୁ କାମକୁ ବହୁ ବର୍ଷ ହେଲା ଟେଣ୍ଡର ଦେଉଛି ପୋଲିସ୍ ରିକ୍ରୁମେଣ୍ଟ ବୋର୍ଡ।ଟେଣ୍ଡର ଜରିଆରେ ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ITI Ltd ଭଳି କେନ୍ଦ୍ରୀୟ ସରକାରୀ କମ୍ପାନୀକୁ System Implementation Partner- SIP ଭାବେ ବାଛିଥିଲା OPRB।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#OPRB#siexamscam#dlfcybercity#panchasoft
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
