#ଫୁସ୍କି_ଯିବ_ନା_ବଡ଼_ହେବ_ଓଡ଼ିଶା_ବନ୍ଦ?
ପ୍ରଦୂଷଣ ନାଁରେ ସାଧାରଣ ଲୋକଙ୍କୁ ଶୋଷଣ, ଧାନମଣ୍ଡିରେ ଅବ୍ୟବସ୍ଥା ଓ କଟନି-ଛଟନି, ସ୍ମାର୍ଟ ମିଟର ନାଁରେ ଟାଟା ପାଓ୍ବାର ଶୋଷଣକୁ ପ୍ରସଙ୍ଗ କରି ନବନିର୍ମାଣ କୃଷକ ସଂଗଠନ 28 ତାରିଖ-ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଛି ।ନବନିର୍ମାଣ ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ଏମ. ଡି. ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଗତ ଦୁଇ ଦିନ ହେଲା କଟକ, ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କାର, ବାଇକ୍ ସଚେତନତା ରାଲି ଚାଲିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#odishaband#28january#protest#blockage#odisha#nabanirmanakrushaksangathan
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us