Advertisment

ମହିଳାକୁ ଦୁଷ୍କର୍ମ ପରେ ପୋଡ଼ିଦେଇ ହତ୍ୟା | Brutal Crime in Balangir | Woman Found Burnt in Jungle |OR

author-image
Odisha Reporter

ମହିଳାକୁ ଦୁଷ୍କର୍ମ ପରେ ପୋଡ଼ିଦେଇ ହତ୍ୟା ! | Brutal Crime in Balangir: Woman Found Burnt After Alleged Assault |Odisha Reporter
ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଂଚଳରେ ପୁଣି ଏକ ହତ୍ୟାକାଣ୍ଡ । ଜଣେ ମହିଳାକୁ ଦୁଷ୍କର୍ମ ପରେ ପୋଡ଼ିଦେଇ ହତ୍ୟା କରାଯାଇଥିବା ସନ୍ଦେହ । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁ ନିକଟରେ ଥିବା ଜଙ୍ଗଲ ଭିତରେ ମହିଳା ଜଣଙ୍କ ପଡ଼ିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡ଼ି ଦିଆଯାଇଥିବାରୁ ଚିହ୍ନି ହେଉନି । ନିକଟରେ ମହିଳାଙ୍କ ଶାଢ଼ୀ ଓ ଭଙ୍ଗା ଚୁଡି ପଡିଛି । ଦେଓଗାଁ ପୋଲିସ ତଦନ୍ତ ଜାରି ରଖିଛି ।
#OdishaCrime_Balangir#WomenSafety_Odisha#DeogaonIncident#JusticeForVictim#RapeMurderCase#ForestCrimeScene#LawAndOrderOdisha#ViolenceAgainstWomen#RapeMurder_Balangir#CrimeInvestigation_Deogaon#GoelpitaCase_Update#OdishaReporter Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
woman death mystery Balangir update Odisha shocking news crime in Odisha Odisha latest updates half burnt body Odisha Goelpita village Balangir district news Odisha police investigation Odisha Viral News Balangir forest case woman murder Odisha woman found dead Odisha News Odisha breaking news Deogaon Police Odisha crime news Balangir murder case Balangir crime Odisha Reporter odisha reporter youtube national news in odia