Advertisment

କଥା ରଖିଲେ ବିଧାୟକ | MLA Pradyumna Nayak Flags Off New Projects | Bhanjanagar | Odisha Reporter

Advertisment

କଥା ଦେଇ କଥା ରଖିଲେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ଭଞ୍ଜନଗର ବ୍ଲକରେ ବିଭନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ। ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଇପଲ୍ଲୀଠାରୁ ଧନଞ୍ଜୟପୁର ରାସ୍ତାର ପ୍ରଶସ୍ତିକରଣ କରିବା ପାଇଁ ସାତ କୋଟିରୁ ଅଧିକ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭା ଆୟୋଜନ କରାଯାଇଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhanjanagar#mla

Advertisment
Ganjam News development projects Odisha MLA promises delivered Odisha Politics Ground Report Odisha OTV FeeDin Odisha Viral News road widening Odisha Bhanjanagar block development MLA foundation stone ceremony Odisha infrastructure update rural development Odisha Raipalli Dhananjaypur road Odisha road projects Odisha development news Bhanjanagar MLA Pradyumna Kumar Nayak Bhanjanagar news today news national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe