ବଡ଼ ଆକ୍ସନ ହେବ || Excise Officer Reacts After Bhubaneswar Satya Vihar's No-Limit Bar Fire ||Odisha Reporter
ଭୁବନେଶ୍ୱର ସତ୍ୟବିହାର ବାର୍ ଅଗ୍ନିକାଣ୍ଡ; ଅବକାରୀ ଅଧିକ୍ଷକଙ୍କ ପ୍ରତିକ୍ରିୟା, ମାସେ ତଳେ ବାର୍ରେ ଯାଞ୍ଚ କରିଥିଲୁ, କିନ୍ତୁ କିଛି ପାଇ ନଥିଲୁ । ମଦ ବେପାର ନ କରିବାକୁ କେବଳ ତାଗିଦ୍ କରି ସେଠାରୁ ଆସିଥିଲୁ । ଅଗ୍ନିକାଣ୍ଡ ପରେ ବାର୍ର ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିବୁ
#BhubaneswarBarFire#SatyaviharFire#OdishaExcise#BarFireTragedy#HookahBarFire#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
