#ବାରବାଟୀରେ_କମାଲ_କରିବ_ଟିମ_ଇଣ୍ଡିଆ
ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍। ଦିନିକିଆରେ ଟିମ୍ ଇଣ୍ଡିଆ ଟେଷ୍ଟ ପରାଜୟର ବଦଲା ନେଇଛି। ଏବେ ଟି-ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକାକୁ ଚେକ୍ ଦେବାକୁ ଟିମ୍ ଇଣ୍ଡିଆ ଷ୍ଟ୍ରାଟେଜୀ। ଗତକାଲି ପ୍ରେସମିଟରେ ଟିମ୍ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ହେବନି ବୋଲି କ୍ୟାପନେଟ୍ ସୂର୍ଯ୍ୟକୁମାର ଇସାରା କରିଛନ୍ତି।
#TeamIndia#IndiaVsSouthAfrica#SuryakumarYadav#BarabatiStadium#T20Strategy#CricketNews#TeamSelection#MatchPreview#INDvSA_T20_Cuttack#BarabatiMatch#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
