#ଈଶାନ_କିଶନଙ୍କ_ଧୂଆଁଧାର_ଇନିଂସ_ପଛରେ_ଓଡ଼ିଶା_ଲିଙ୍କ୍
40 ବଲରେ ଧୂଆଁଧାର 77 ରନ୍। 10ଟି ଚୌକା, ତିନି ତିନିଟି ବିଶାଳ ସିକ୍ସ। କଲମ୍ବୋରେ ପାକିସ୍ତାନ ବୋଲରଙ୍କୁ ଗୋଡେଇ ତୋଡେଇ ପିଟିଥିଲେ ଟିମ୍ ଇଣ୍ଡିଆର ୟଙ୍ଗ ସେନସେସନ୍ ଇଶାନ କିଷନ। ମହାଶିବରାତ୍ରୀରେ ମ୍ୟାନ୍ ଇନ୍ ବ୍ଲୁ ର ମହାବିଜୟରେ ନେଇଥିଲେ ପ୍ରମୁଖ ଭୂମିକା। ଇଶାନଙ୍କ ଏହି ବିସ୍ଫୋରକ ଇନିଂସ ପଛରେ ରହିଛି ଓଡ଼ିଶା ଲିଙ୍କ୍।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#IshanKishan#IshanKishan77#IshanKishanBatting#OdiaCoach#AjitMishra#OdishaLink#OdiaPride#TeamIndia#INDvsPAK#ColomboMatch#CricketNews
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
