Advertisment

ସଞ୍ଜୁ ମାଡ଼ରେ କାରିବିଆନ ଘାଇଲା, ଇଂଲିଶଙ୍କ ଛାତି ଧଡ଼ଧଡ଼ || Men’s T20 World Cup 2026 || IND v WI || OR

Advertisment

#ସଞ୍ଜୁ_ମାଡ଼ରେ_କାରିବିଆନ_ଘାଇଲା #ଇଂଲିଶଙ୍କ_ଛାତି_ଧଡ଼ଧଡ଼
ଆଜି ସଞ୍ଜୁ ସାମସନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ । ଦଳ ଯେତେବେଳେ ବିପର୍ଯ୍ୟୟ ସ୍ଥିତିରେ ଥିଲା ସେତେବେଳେ ସଙ୍କଟମୋଚନ ସାଜି ଉଦ୍ଧାର କରିଛନ୍ତି । ଅଭିଷେକ ଓ ଇଶାନ କିଶାନଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ତିଆରି କରିଥିଲା ୱେଷ୍ଟଇଣ୍ଡିଜ୍ । ଆଉ ସେଥିରେ ସଫଳ ବି ହେଲା । ହେଲେ ଆଉଟ୍ ଅଫ୍ ସିଲାବସ୍ ଆସି ସଞ୍ଜୁ ପ୍ରବଳ ଧୁଲେଇ କରିଦେଲେ । 50 ବଲରେ 97 ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ।
#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#INDvsWI#T20WorldCup2026#IndiaQualify#indiaintosemifinals#EdenGardens#SanjuSamson

Advertisment
Indian cricket team news Sanju Samson hero innings IND vs WI latest update Cricket Breaking News Sanju Samson batting highlights India cricket news today Ishan Kishan performance Abhishek Sharma batting Sanju Samson match winning knock West Indies vs India T20 India cricket latest match Sanju Samson explosive innings India vs West Indies match highlights Sanju Samson 50 balls 97 Sanju Samson 97 runs National News Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe