#ଏନକାଉଣ୍ଟର_ସ୍ପଟରେ_ପଡିଛି_ବନ୍ଧୁକ_ଓ_ଖୋକା
କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତକୁ ପିପିଲି ପୋଲିସର ଏନକାଉଣ୍ଟର। ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ ଏନ୍କାଉଣ୍ଟର। କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍କାଉଣ୍ଟର। ପିଛା କରିବା ବେଳେ ପୋଲିସକୁ ଗୁଳିମାଡ଼ କରିବାରୁ ଏନ୍କାଉଣ୍ଟର। ପାଲଟା ଗୁଳିମାଡ଼ରେ ଅଭିଯୁକ୍ତ ଆହତ, କାବୁ କଲା ପୋଲିସ। ଏନକାଉଣ୍ଟର ସ୍ପଟରେ ପଡିଛି ବନ୍ଧୁକ ଓ ଖୋକା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#TransgenderMurder#Encounter#PipiliPolice#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us