ଖୋଲିଲା ଗେଟ ଜମିବ ଭିଡ଼ | Good News for Tourists! Shikharchandi Hill Reopens After Elephant Movement |OR
ଖୋଲିଲା ଶିଖରଚଣ୍ଡୀ ପୀଠ। ହାତୀ ଫେରିଯିବା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିଖରଚଣ୍ଡୀ ପାହାଡ। ମା'ଙ୍କ ଦର୍ଶନ ସହ ଭୋଜି ପାଇଁ ପର୍ଯ୍ୟଟକଙ୍କୁ ମିଳିଛି ଅନୁମତି। ଭରତପୁର ଜଙ୍ଗଲକୁ ଦୁଇ ଦନ୍ତା ଫେରିଯିବା ପରେ ଶିଖରଚଣ୍ଡୀ ପୀଠ ସମସ୍ତଙ୍କ ପାଇଁ ଖୋଲିଛି।#OdishaTourism_Shikharachandi#TouristSpot_Bhubaneswar#Shikharachandi_Reopens#BharatpurForest_Elephants#TourismUpdate#TravelOdisha#OdishaDaily#Bhubaneswar
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
