ଚାଲିଥିଲା କ୍ରିକେଟ୍‌ ମ୍ୟାଚ୍‌, ଗୋଡ଼ାଇଲା ଷଣ୍ଢ

ଷଣ୍ଢକୁ ଦେଖି ଜୀବନ ବିକଳରେ ମ୍ୟାଚ୍‌ ଛାଡି ଦୌଡିଲେ ଖେଳାଳି।

Bull interrupt Cricket match

ଘଟଣା ବେଳର ଦୃଶ୍ୟ

Madhupriya Mistry
  • Published: Tuesday, 20 February 2024
  • Updated: 20 February 2024, 05:56 PM IST

Sports

Latest News

ଚାଲିଥିଲା କ୍ରିକେଟ୍ ମ୍ୟାଚ୍‌। ପଡିଆରେ ବ୍ୟାଟ ଧରି ପ୍ରସ୍ତୁତ ଥିଲେ ଖୋଳାଳି। ସେହିପରି ଘାତକ ବୋଲିଂ ପାଇଁ ସଜବାଜ ହେଉଥିଲେ ବୋଲର୍‌। ଏତିକି ବୋଳେ ହଠାତ୍‌ ପଡିଆ ଭିତରକୁ ମାଡି ଆସିଲେ ଷଣ୍ଢ। କେହି କିଛି ବୁଝିବା ଆଗରୁ ଖେଳାଳିକୁ ଆକ୍ରମଣ କରିବାକୁ ଗୋଡାଇଲା ଷଣ୍ଢ। ଏହା ଦେଖି ମ୍ୟାଚ୍‌ ଛାଡି ଦୌଡିଲେ ଖେଳାଳି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଟିମ୍‌ ମଧ୍ୟରେ ପଡିଆରେ କ୍ରିକେଟ୍ ମ୍ୟାଚ୍‌ ଚାଲିଛି। ବ୍ୟାଟ୍‌ ଧରି ଖେଳାଳି ବ୍ୟାଟିଂ କରିବାକୁ ଠିଆ ହୋଇଛନ୍ତି। ଏହି ମ୍ୟାଚ୍‌ ଦେଖିବା ପାଇଁ ଆଖପାଖରେ ପ୍ରବଳ ଭିଡ ମଧ୍ୟ ଜମିଛି। ଏତିକି ବେଳେ ହଠାତ୍‌ ପଡିଆ ଭିତରକୁ ମାଡି ଆସୁଛନ୍ତି ଦୁଇଟି ଷଣ୍ଢ। ଏଥିମଧ୍ୟରୁ ଗୋଟିଏ ଷଣ୍ଢ ରାଗରେ ବ୍ୟାଟିଂ କରୁଥିବା ଜଣେ ଖେଳାଳିଙ୍କୁ ଆକ୍ରମଣ ପାଇଁ ଗୋଡାଉଛି। ଏହା ଦେଖି ଜୀବନ ବିଳକରେ ଦୌଡୁଛନ୍ତି ଖେଳାଳି।

Also Read

ସେପଟେ ଅନ୍ୟ ଖେଳାଳିମାନେ ଷଣ୍ଢକୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। କିଛି ଖେଳାଳି ବ୍ୟାଟ ଧରି ଷଣ୍ଢକୁ ଘଉଡାଇବା ପରେ ପଡିଆରୁ ଷଣ୍ଢ ପଳାଇ ଯାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ସୋଶାଲ ମିଡିଆର ଜୋରସୋର୍‌ରେ ଭାଇରାଲ ହେଉଛି।

ଭିଡିଓଟିକୁ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ 'X'ରେ @mufaddal_vohra ପେଜ୍‌ରେ ସେୟାର କରାଯାଇଛି। ଏହାର କ୍ୟାପସନରେ ଲେଖା ଅଛି, 'ଷଣ୍ଢ ଯୋଗୁ ଅଟକିଲା ମ୍ୟାଚ୍‌'। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହା ଉପରେ ଅନେକ ୟୁଜର୍ସ ମଜାଦାର କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ମୋତେ ମୋ ପିଲାଦିନ କଥା ପଡିଗଲା। ସେହିପରି ଆଉ ଜଣେ ଲେଖିଛନ୍ତି, ଷଣ୍ଢ ମଧ୍ୟ ଖେଳୁଛନ୍ତି। ଆଉ ଜଣେ ୟୁଜର୍ସ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି, ଅଧିକ ସୁରକ୍ଷା ପାଇଁ ଅତିରିକ୍ତ ଫିଲ୍ଡର ରହିବା ଉଚିତ।

ତେବେ ଏହି ଭିଡିଓଟି କେଉଁଠୁ ଆସିଛି ତାହା ଜଣା ପଡିନାହିଁ। କିନ୍ତୁ ଏହାକୁ ଦେଖିଲେ ଜଣାପଡେ ଯେ କୌଣସି ଗାଁ କିମ୍ବା ସହରରେ ଏହି ସ୍ଥାନୀୟ କ୍ରିକେଟ ମ୍ୟାଚ୍‌ ଆୟୋଜିତ ହୋଇଥାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story