ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ

ସୁକମାରେ ଏନକାଉଣ୍ଟର ପରେ ନାଚି ନାଚି ଖୁସି ମନାଇଛନ୍ତି ଯବାନ।

Jawan Dance

ନାଚୁଛନ୍ତି ଯବାନ

Debibandita Barick
  • Published: Friday, 22 November 2024
  • Updated: 22 November 2024, 06:37 PM IST

Sports

Latest News

ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ ମନଭରି ଖୁସି ମନାଇଛନ୍ତି। ଯବାନମାନେ ନାଚି ନାଚି ଏହି ସଫଳତାର ଖୁସି ମନାଉଥିବା ଭିଡିଓ ସାମ୍ନାକୁ ଆସିଛି। 

ଭିଡିଓରେ, DRG ଯବାନମାନେ ଏକ ପାରମ୍ପାରିକ ଗୀତରେ ନାଚୁଥିବା ଦେଖିବାକୁ ମିଳୁଛି। କେତେକ ଯବାନ ସେମାନଙ୍କ ଫୋନରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କରୁଥିବା ମଧ୍ୟ ଦେଖାଯାଉଛି। ଏହି ଅପରେସନର ସଫଳତାରେ ଯବାନମାନେ କେତେ ଖୁସି, ତାହା ସେମାନଙ୍କ ଚେହେରାରୁ ବାରି ହୋଇପଡୁଛି।

Also Read

ଛତିଶଗଡ଼ର ସୁକମା ଜିଲ୍ଲାର ଭେଜ୍ଜି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଘଞ୍ଚ ଜଙ୍ଗଲରେ ୩୦ରୁ ଅଧିକ ନକ୍ସଲ ଥିବା ନେଇ ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ବକ୍ସର ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସୁକମା ଏସ୍‌ପିଙ୍କ ନେତୃତ୍ୱରେ ଆଜି ସକାଳେ ସର୍ଚ୍ଚ ଅପରେସେନ ଓ କୁମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନରେ ପ୍ରାୟ ଶହେରୁ ଅଧିକ ଯବାନ ସାମିଲ ହୋଇଥିଲେ।

ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘନ ଘନ ଗୁଳିବିନିମୟ ହୋଇଥିଲା। ଏଥିରେ ୧୦ ନକ୍ସଲ ନିପାତ ହୋଇ ଥିବାବେଳେ ଘଟଣାସ୍ଥଳରୁ ଇନସାସ୍, AK-47, SLR ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। 

ଯବାନଙ୍କ ଏହି ସଫାଳତା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story