Advertisment

ପରୀକ୍ଷା ସିଜିନରେ ଭାଇରାଲ୍ ହେଉଛି ମିମ୍ସ; ହସି ହସି ହେବେ ବେଦମ୍

ପରୀକ୍ଷାର ଏହି ସିଜିନ୍ ମଧ୍ୟରେ ବିଦ୍ୟାର୍ଥୀମାନେ କିପରି ଚାପରୁ ଦୂରେଇ ରହିବେ, ତାହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଆଉ ଏହି ସମୟରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହେଉଛି ଏକାଧିକ ମିମ୍ସ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଦେଶର ବିଭିନ୍ନ ବୋର୍ଡ ଅନ୍ତର୍ଗତ ଦଶମ ଓ ଦ୍ୱାଦଶ ପରୀକ୍ଷା ଚାଲିଛି। ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଏପ୍ରିଲ ମଧ୍ୟରେ ଶେଷ ହେବ। ମାର୍ଚ୍ଚ ମାସରେ ମଧ୍ୟରେ କେତକ ବୋର୍ଡ ପରୀକ୍ଷା ଶେଷ ହୋଇଯିବ। 

Advertisment

ସିବିଏସଇ ଦଶମ ପରୀକ୍ଷା ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱାଦଶ ପରୀକ୍ଷା ୨ ଏପ୍ରିଲରେ ଶେଷ ହେବ। ସେହିପରି ଓଡିଶା ବୋର୍ଡରେ ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହେବ ଏବଂ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷାର ଏହି ସିଜିନ୍ ମଧ୍ୟରେ ବିଦ୍ୟାର୍ଥୀମାନେ କିପରି ଚାପରୁ ଦୂରେଇ ରହିବେ, ତାହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଆଉ ଏହି ସମୟରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହେଉଛି ଏକାଧିକ ମିମ୍ସ, ଯାହାକୁ ଦେଖିଲେ ହସକୁ ରୋକି ପାରିବେନି। ଏହିପରି କେତେକ ମିମ୍ସ ଉପରେ ନଜର ପକାନ୍ତୁ... 

Advertisment

Viral Mims Board Exam Viral Funny Mims Exam Season