କ’ଣ ପାଇଁ ଟ୍ରେଣ୍ଡ୍‌ କରୁଛି All Eyes On Rafah? ଶେୟାର କଲେଣି ଲକ୍ଷଲକ୍ଷ ଲୋକ

ରାଫା ସହରର ଉତ୍ତରପଶ୍ଚିମରେ ଥିବା ତାଲ-ଅସ-ସୁଲତାନ ଅଞ୍ଚଳକୁ ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଏ। କିନ୍ତୁ ଇସ୍ରାଏଲ ସେନା ସେଠାରେ ୮ଟି ମିଜାଇଲ୍‌ ମାଡ଼ କରି ସବୁ କିଛି ଛନଛତ୍ର କରି ଦେଇଛି।

Rafah

ଏହି ଇମେଜ୍‌ ଭାଇରାଲ ହେଉଛି

Hemant Lenka
  • Published: Wednesday, 29 May 2024
  • Updated: 29 May 2024, 04:08 PM IST

ଗାଜାର ରାଫା ସହରରେ ଥିବା ଗୋଟିଏ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲ କରିଥିବା ଭୟଙ୍କର ହମଲାରେ ୪୫ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛି। ଇସ୍ରାଏଲର ଏପରି ଆକ୍ରମଣକୁ ବିଭିନ୍ନ ଦେଶ ଓ ମାନବାଧିକାର ସଂଗଠନ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

Also Read

ରାଫାରେ ଆକ୍ରମଣ କରିବାକୁ ଇସ୍ରାଏଲ ସଜାବାଜ ହେଉଥିବାରୁ ଏହାକୁ ଅନେକ ଦେଶ ବିରୋଧ କରିଥିଲେ। ଇସ୍ରାଏଲ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯିବ ବୋଲି ସେମାନେ ଆଶଙ୍କା କରିଥିଲେ। ତଥାପି ଇସ୍ରାଏଲ ସେନା ଉଭୟ ଆକାଶ ଓ ସ୍ଥଳ ପଥରୁ ରାଫା ଉପରେ ହମଲା କରିଛି।

ଆକ୍ରମଣ ଯୋଗୁ ଅନେକ ଟେଣ୍ଟରେ ନିଆଁ ଲାଗି ଯାଇଥିଲା। ସେହିପରି ଗୋଟିଏ ତେଲ ଟାଙ୍କି ଉପରେ ମିଜାଇଲ ମାଡ଼ ହେବାରୁ, ତାହା ମଧ୍ୟ ବିସ୍ଫୋରଣ ଘଟିଥିଲା।

ପୂରା ବିଶ୍ୱ ରାଫାର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ ଏବେ ସୋଶାଲ ମିଡିଆରେ ‘All Eyes On Rafah' ଫଟୋ ଭାଇରାଲ ହେବାରେ ଲାଗିଛି। ଅନେକ ବଡ଼ବଡ଼ ସେଲେବ୍ରିଟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଇସ୍ରାଏଲ ଆଟାକକୁ ସମାଲୋଚନା କରିଛନ୍ତି। ସେମାନେ ‘All Eyes On Rafah' ଇମେଜକୁ ଶେୟାର କରିବାରେ ଲାଗି ପଡ଼ିଛନ୍ତି।

ଏହି ଫଟୋରେ ମୃତଦେହ ଓ ଆକ୍ରମଣରେ ଆହତ ହୋଇ ପଡ଼ି ରହିଥିବା ଲୋକମାନେ ରହିଛନ୍ତି। ମଝିରେ ବଡ଼ବଡ଼ ଅକ୍ଷରରେ ଶରଣାର୍ଥୀଙ୍କ କ୍ୟାମ୍ପକୁ ଯୋଡ଼ି ‘All Eyes On Rafah' ଲେଖା ହୋଇଛି। ଏହାର ଚାରିପାଖରେ ଆଶ୍ରୟ ସ୍ଥଳ ମଧ୍ୟ ରହିଛି। ସୋଶାଲ ମିଡିଆରେ ଏହା ଭାଇରାଲ ହେଉଛି। ସେଲେବ୍ରିଟୀମାନେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ଉକ୍ତ ଫଟୋକୁ ରଖିବାରେ ଲାଗିଛନ୍ତି।

ଲୋକମାନେ ଗାଜାର ସହର ରାଫାରେ ସୃଷ୍ଟି ହୋଇଥିବା ସ୍ଥିତି ପ୍ରତି ଆଖି ନ ବୁଜିବାକୁ ମଧ୍ୟ କୁହାଯାଇଛି। ଇସ୍ରାଏଲର ବମିଂ ପରେ ପ୍ରାୟ ୨ ଲକ୍ଷ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ରାଫାର ଶରଣାର୍ଥୀ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ଏହି ଇମେଜ ସମ୍ଭବତଃ କୃତ୍ରିମ ବୁଦ୍ଧି ବା ଏଆଇ ଦ୍ୱାରା ତିଆରି କରାଯାଇଛି। ସେଭ ଚିଲିଡ୍ରେନ, ଓକ୍ସଫାମ, Americans for Justice in Palestine Action, Jewish Voice for Peace and the Palestine Solidarity Campaign ପକ୍ଷରୁ ଇମେଜକୁ ଶେୟାର କରାଯାଇଛି। ସୋଶାଲ ମିଡିଆରେ #AllEyesOnRafah ହ୍ୟାଶଟ୍ୟାଗ ମଧ୍ୟ ଟ୍ରେଣ୍ଡ କରୁଛି। ଇନଷ୍ଟାଗ୍ରାମରେ ୩୦ ମିଲିୟନରୁ ଅଧିକ ଲୋକ ୨୪ ଘଣ୍ଟା ମଧ୍ୟରେ ଏହାକୁ ଶେୟାର କରି ସାରିଲେଣି।

ବରୁଣ ଧୱନ, ମାଧୁରୀ ଦିକ୍ଷୀତ, ଆଲୀ ଗୋନି, ସମନ୍ଥା ଋତୁ ପ୍ରଭୁ, ତ୍ରିପତି ଡିମ୍ରି, ଓଡ଼ିଶାର ଶୋଫିଆ ଫିରର୍ଦ୍ଦୋସ ପ୍ରମୁଖ ଇନଷ୍ଟାଗ୍ରାମରେ ‘All Eyes On Rafah' ଇମେଜକୁ ଇନଷ୍ଟା ଷ୍ଟୋରୀରେ ରଖିଛନ୍ତି।

ଏହାବାଦ ଅଷ୍ଟ୍ରେଲିଆର କ୍ରିକେଟର ଟ୍ରାଭିସ ହେଡ୍‌, ବ୍ରିଟିଶ ସିଙ୍ଗର ଲେଇଗ ଆନ୍ନେ ପିନ୍ନୋକ, ମଡେଲ ବେଲ୍ଲା ହାଡିଡ ଓ ଅଭିନେତ୍ରୀ ସାଓଇରସେ ମୋନିକା ଜ୍ୟାକସନ ଓ ସୁସାନ ସାରଦନ ରାଫ ପାଇଁ ସହାନୁଭୂତି ଦେଖାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story