ପୋଖରୀରେ ଫସିଗଲେ ମନ୍ତ୍ରୀ | Odisha Reporter
ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ । ଶତ ଚେଷ୍ଟା ପରେ ବି ବାହାରିବା ମୁସ୍କିଲ ହୋଇଗଲା। ଶେଷରେ କହିଲେ, ଜେସିବିର ପରୀକ୍ଷା ହେବ । ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନିଜେ ତେମଜେନ ନିଜ Xରେ ପୋଷ୍ଟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
