Advertisment

ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ

ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେଉଛି।

Advertisment

ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ । ଶତ ଚେଷ୍ଟା ପରେ ବି ବାହାରିବା ମୁସ୍କିଲ ହୋଇଗଲା। ଶେଷରେ କହିଲେ, ଜେସିବିର ପରୀକ୍ଷା ହେବ । ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିବା ବେଳେ ତାହା ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନିଜେ ତେମଜେନ ନିଜ Xରେ ପୋଷ୍ଟ କରିଛନ୍ତି।

Advertisment
Nagaland
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe