Sports

Latest News

ବୟଫ୍ରେଣ୍ତ୍‌ ନଥିଲେ କଲେଜ ମନା!

ବୟଫ୍ରେଣ୍ତ୍‌ ନଥିଲେ କଲେଜ ମନା ! || No Entry To College Without Boyfriend || Odisha Reporter
  • Viral
  • Tuesday, 24 January 2023

ବୟଫ୍ରେଣ୍ତ୍‌ ନଥିଲେ କଲେଜ ମନା! ଏଭଳି ଏକ ଚିଠି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲା ଏସଭିଏମ କଲେଜର। କଲେଜ୍‌ ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ଏକ ଚିଠି ଭାଇରାଲ ହେଉଛି।