ବୟଫ୍ରେଣ୍ତ୍ ନଥିଲେ କଲେଜ ମନା ! || No Entry To College Without Boyfriend || Odisha Reporter
Advertisment
ବୟଫ୍ରେଣ୍ତ୍ ନଥିଲେ କଲେଜ ମନା! ଏଭଳି ଏକ ଚିଠି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ହେଉଛି ଜଗତସିଂହପୁର ଜିଲ୍ଲା ଏସଭିଏମ କଲେଜର। କଲେଜ୍ ଅଧ୍ୟକ୍ଷଙ୍କ ଦସ୍ତଖତ ଥିବା ଏକ ଚିଠି ଭାଇରାଲ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us