ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ପୁଲିସ ଚେକିଂ କରିବାକୁ ଅଟକାଇବାର ଭିଡିଓ ଭାଇରାଲ ହେଉଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଛକ ନିକଟରେ ପୁଲିସମାନେ ନିୟମ ଅନୁଯାୟୀ ବିଭିନ୍ନ ଗାଡିକୁ ଚେକିଂ କରୁଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ମଧ୍ୟ ଚେକିଂ କରିବା ପାଇଁ ଅଟକାଇଥିଲେ। ହେଲେ ହଠାତ ମନ୍ତ୍ରୀ ନାଲି ଆଖି ଦେଖାଇ ଧମକ ଦେବାରୁ ପୁଲିସ ଡରିକି ଛାଡିଦେଇଥିବା ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Viral
ସାଇବର ଠକକୁ କେମିତି ପାଣି ପିଆଇଲେ ଯୁବତୀ? ଭିଡିଓ ନିଶ୍ଚିତ ଦେଖନ୍ତୁ
ଏକ୍ସରେ ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ଠକେଇ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ସହ ଫୋନରେ କଥା ହେଉଛନ୍ତି।

Viral
ଶିଖର ଧୱନଙ୍କ ସହ ରହସ୍ୟମୟ ଯୁବତୀ ଜଣଙ୍କ କିଏ, କରୁଛନ୍ତି କି ଡେଟିଂ?
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୱନ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କୌଣସି ମ୍ୟାଚ୍ ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

Viral
ଚୋର ଘରେ ଚୋରି: ଚ୍ୟାଟଜିପିଟି ବନାମ ଡିପସିକ୍
ଓପନଏଆଇ ଚାଇନିଜ କମ୍ପାନୀ ବିରୋଧରେ ଚୋରି ଅଭିଯୋଗ ଆଣିଥିବାରୁ ଏହାକୁ ଅନେକ କଟାକ୍ଷ କରିଛନ୍ତି। ସେମାନେ ଚୋର ଘରୁ ଚୋରି ବୋଲି କହି ଓପନଏଆଇକୁ କଟାକ୍ଷ କରିବାରେ ଲାଗିଛନ୍ତି।

Viral
ମହମ୍ମଦ ସିରାଜଙ୍କ ସହ ଥିବା ଜନାଇ ଭୋସଲେ କିଏ?
ଫଟୋ ଭାଇରାଲ ହେବା ପରେ ଜନାଇ ଓ ସିରାଜ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ କି ପ୍ରକାରର ସମ୍ପର୍କ ରହିଛି, ସେକଥା ମଧ୍ୟ ସେମାନେ ସୋଶାଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି।

Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।