Advertisment

ଆଡମିଟ୍ କାର୍ଡରେ ସନ୍ନି ଲିଓନି

ଯଦିଓ ମାହାଲ ମାଣ୍ଡା ଘଟଣା ଓଡ଼ିଶାର ଥିଲା, ଏବେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଅନୁରୂପ ଘଟଣା।

Advertisment

ମାହାଲ ମାଣ୍ଡା ପ୍ରୋକୁ ନେଇ ବିବାଦ ଥମି ନଥିବାବେଳେ ଏମିତି ଆଉ ଏକ ଘଟଣା ସାମନାକୁ ଆସିଛି। ଯଦିଓ ମାହାଲ ମାଣ୍ଡା ଘଟଣା ଓଡ଼ିଶାର ଥିଲା, ଏବେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଅନୁରୂପ ଘଟଣା। ରାଜ୍ୟ ପୁଲିସରେ କନେଷ୍ଟବଳ ଭାବେ ଭର୍ତ୍ତି ହେବା ଲାଗି ହୋଇଥିବା ପରୀକ୍ଷାରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ ଥିବା ଆଡମିଟ କାର୍ଡ ଇସ୍ୟୁ କରାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Sunny Leone Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe