ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସକ ଦେବାଶିଷ ଦାସ ମଦ ପିଇ ନାଚୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ମୁଣ୍ଡ ଉପରେ ମଦ ଭର୍ତ୍ତି ଗ୍ଲାସ ରଖି ନୃତ୍ୟ କରୁଛନ୍ତି। ତା’ ସହିତ ସିଗାରେଟ୍ ମଧ୍ୟ ଟାଣୁଛନ୍ତି।
ଭିଡିଓଟି ପୁରୁଣା ହୋଇଥିଲେବି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ପ୍ରାଣୀ ଚିକିତ୍ସକ ଦେବାଶିଷ ଦାସ କହିଛନ୍ତି, ଏଇଟା ନୂଆ ବର୍ଷର ଭିଡିଓ। ଅଫିସରେ ନୁହେଁ, ଜଣଙ୍କ ଘରେ ଏହା ହୋଇଥିଲା। ତେବେ ଏହା ଠିକ୍ ନୂହେଁ ବୋଲି ସେ କହିଛନ୍ତି।
Also Read
ପ୍ରାଣୀ ଚିକିତ୍ସକ ଦେବାଶିଷଙ୍କ ସଫେଇ ପୂରା ମିଛ ବୋଲି ଜଣାପଡ଼ିଛି। କାରଣ ନାଚିବା ପରେ ଯେଉଁ ଆଲମିରା ଉପରେ ସେ ମଦ ଗ୍ଲାସ ରଖିଥିବା ଦେଖିବାକୁ ମିଳିଛି, ତାହା ତାଙ୍କ ଅଫିସରେ ଅଛି। ସେହିଭଳି ଭାଇରାଲ ଭିଡିଓରେ ଥିବା କୋଠରୀ ତାଙ୍କ ଅଫିସର।
ଜଣେ ସରକାରୀ କର୍ମଚାରୀ ହୋଇ ଅଫିସ ଭିତରେ ଡାକ୍ତର ଦାସ ଏଭଳି କାମ କରିବା ଆଦୌ ଠିକ୍ ନୁହେଁ ବୋଲି ଆଲୋଚନା ହେଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Viral
ଶିଖର ଧୱନଙ୍କ ସହ ରହସ୍ୟମୟ ଯୁବତୀ ଜଣଙ୍କ କିଏ, କରୁଛନ୍ତି କି ଡେଟିଂ?
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୱନ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କୌଣସି ମ୍ୟାଚ୍ ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

Viral
ଚୋର ଘରେ ଚୋରି: ଚ୍ୟାଟଜିପିଟି ବନାମ ଡିପସିକ୍
ଓପନଏଆଇ ଚାଇନିଜ କମ୍ପାନୀ ବିରୋଧରେ ଚୋରି ଅଭିଯୋଗ ଆଣିଥିବାରୁ ଏହାକୁ ଅନେକ କଟାକ୍ଷ କରିଛନ୍ତି। ସେମାନେ ଚୋର ଘରୁ ଚୋରି ବୋଲି କହି ଓପନଏଆଇକୁ କଟାକ୍ଷ କରିବାରେ ଲାଗିଛନ୍ତି।

Viral
ମହମ୍ମଦ ସିରାଜଙ୍କ ସହ ଥିବା ଜନାଇ ଭୋସଲେ କିଏ?
ଫଟୋ ଭାଇରାଲ ହେବା ପରେ ଜନାଇ ଓ ସିରାଜ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ କି ପ୍ରକାରର ସମ୍ପର୍କ ରହିଛି, ସେକଥା ମଧ୍ୟ ସେମାନେ ସୋଶାଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି।

Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
Viral
କିଛି କାମ କରୁନାହାନ୍ତି, କିନ୍ତୁ ବର୍ଷକୁ ଅର୍ଜୁଛନ୍ତି ୬୯ ଲକ୍ଷ
ଏହି ବ୍ୟକ୍ତି ଜଣକ ବସି ବସି ବର୍ଷକୁ ଅର୍ଜୁଛନ୍ତି ଲକ୍ଷ ଲକ୍ଷ। କିଛି ନ କରିବା ପାଇଁ ସେ ଟଙ୍କା ନେଉଛନ୍ତି। ତାଙ୍କ ଡିମାଣ୍ଡ ବି ଢ଼େର ଅଧିକ।