ଓଃ କି ଚାପୁଡ଼ା... | Odisha Reporter
Advertisment
ଛାତ୍ରଙ୍କୁ ଛାତ୍ରୀ ଜଣଙ୍କ ଚାପୁଡ଼ା ମାରିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ କଲେଜ ଛାତ୍ରୀ ଜଣେ ଛାତ୍ରଙ୍କୁ ମାର୍କେଟ ମଝିରେ ସାର୍ଟ କଲର ଧରି ତାଗିଦ କରିବା ସହ ଚାପୁଡ଼ା ମାରୁଛନ୍ତି।