ଟ୍ରକ୍ ଚାଳକଙ୍କ ଆନ୍ଦୋଳନ ହେତୁ ଦେଶର ବିଭିନ୍ନ ସ୍ଥାନରେ ତେଲ ଟାଙ୍କି ସମ୍ମୁଖରେ ଲାଗି ରହିଥିଲା ଅସମ୍ଭବ ଭିଡ଼ । ଏପରିକି ବହୁ ସ୍ଥାନରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ବି ଲୋକେ ଖାଲି ହାତରେ ଫେରୁଥିଲେ। ଏପରି ସ୍ଥିତିରେ ଅଭିନବ ଉପାୟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ଡେଲିଭରି କରୁଛନ୍ତି ଜଣେ ଜୋମାଟୋ ବୟ। ଘଣ୍ଟା ଘଣ୍ଟା ଟାଙ୍କି ସମ୍ମୁଖରେ ଛିଡ଼ା ହୋଇ ବି ତେଲ ନ ପାଇବା ପରେ ଜୋମାଟୋ ଡେଲିଭରି ବୟ ଦେଶୀ ତରିକା ଆପଣାଇଛନ୍ତି । ସେ ଖାଦ୍ୟ ଡେଲିଭରି କରିବାକୁ ବାଇକ୍ ବଦଳରେ ଘୋଡ଼ାକୁ ବାଛିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
ଉପୁଡ଼ିଗଲା ବିରାଟକାୟ ଗଛ, ୨ ପର୍ଯ୍ୟଟକ ମୃତ; ଭିଡିଓ ଭାଇରାଲ
ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା।
Viral
ହେଡ୍ଙ୍କୁ ବୋଲ୍ଡ କରିବାରୁ ସିରାଜଙ୍କୁ ଚିଡ଼ାଇଲେ ଆଡିଲେଡ ଦର୍ଶକ, ଦେଖନ୍ତୁ ଭିଡିଓ
୧୪୦ ରନ କରିଥିବା ହେଡ୍ଙ୍କୁ ଭାରତର ମହମ୍ମଦ ସିରାଜ ଚମତ୍କାର ଢଙ୍ଗରେ କ୍ଲିନବୋଲ୍ଡ କରିଛନ୍ତି। ତେବେ ସେ ହେଡ୍ଙ୍କୁ ବୋଲ୍ଡ କରିବାରୁ ତାଙ୍କୁ ଆଡିଲେଡରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ଦର୍ଶକମାନେ ଚିଡ଼ାଇଛନ୍ତି।
National
ଗୁଳିମାଡ଼ରୁ କେମିତି ବର୍ତ୍ତିଲେ ସୁଖବୀର ବାଦଲ; ଦେଖନ୍ତୁ ଭିଡିଓ
ଆଖି ପିଛୁଳାକେ ଆକ୍ରମଣକାରୀକୁ କାବୁ କଲେ ସେବାଦାର। ଅଳ୍ପକେ ଟଳିଲା ବଡ଼ ଅଘଟଣ।
National
ବାତ୍ୟା ପରେ ବନ୍ୟା ସ୍ଥିତି, ରାସ୍ତାରେ ଭାସୁଛି ବସ୍
ବାତ୍ୟା 'ଫେଙ୍ଗଲ୍' ଅତିକ୍ରମ କରିବା ପରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବନ୍ୟା ସ୍ଥିତି। ରାସ୍ତାରେ କାର ଓ ବସ୍ ଭସୁଛି।
Viral
ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ସ୍କୁଟରକୁ ଧକ୍କା ଦେଲା SUV, ୨ ମୃତ
ଦୁର୍ଘଟଣା ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।