Advertisment

ବାତିଲ ହେଲା ୧୭୮ ଟ୍ରେନ୍‌: ଦେଖନ୍ତୁ କେଉଁ ଦିନ ବାତିଲ ହେଲା କେଉଁ ଟ୍ରେନ୍‌

୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ କରାଯାଇଛି। ସେଥିରେ ଅପ୍‌ ଟ୍ରେନ୍‌ ୮୫ ଥିବା ବେଳେ ଡାଉନ୍‌ ଟ୍ରେନ୍‌ ୯୩ଟି ରହିଛି।

undefined

Train

Advertisment

ବାତ୍ୟା ‘ଦାନା’ ପାଇଁ ବାତିଲ୍‌ ହେଲା ଟ୍ରେନ୍‌। ମୋଟ ୧୭୮ଟି ଟ୍ରେନ ବାତିଲ ହୋଇଛି। ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୧୭୮ ଟ୍ରେନ୍‌ ବାତିଲ କରାଯାଇଛି। ସେଥିରେ ଅପ୍‌ ଟ୍ରେନ୍‌ ୮୫ ଥିବା ବେଳେ ଡାଉନ୍‌ ଟ୍ରେନ୍‌ ୯୩ଟି ରହିଛି। ରେଳ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।

Advertisment

୨୩ ତାରିଖରେ ବାତିଲ ହୋଇଥିବା ଟ୍ରେନ୍‌ ଭିତରେ ରହିଛି କାମାକ୍ଷା-ବାଙ୍ଗାଲୁରୁ, ନୂଆଦିଲ୍ଲୀ-ଭୁବନେଶ୍ୱର, ଋଷିକେଷ-ପୁରୀ, ନୂଆଦିଲ୍ଲୀ-ପୁରୀ, କୋଲକାତା-ପୁରୀ, ସିକନ୍ଦରାବାଦ-ଭୁବନେଶ୍ୱର, ଚେନ୍ନାଇ ସେଣ୍ଟ୍ରେଲ-ହାୱାଡ଼ା, ପଣ୍ଡିଚେରୀ-ଭୁବନେଶ୍ୱର, ଏସ୍‌ବିସି-ଭୁବନେଶ୍ୱର, CSURATM-BHUBANESWAR, ଗାନ୍ଧିଧାମ-ପୁରୀ, ସୁରତ-ବ୍ରହ୍ମପୁର ପ୍ରମୁଖ।

ସେହିପରି ୨୪ ତାରିଖରେ ସାଲିମାର-ପୁରୀ, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ପାଟନା-ପୁରୀ, ସାଲିମାର-ପୁରୀ, ଭଞ୍ଜପୁର-ପୁରୀ, ହାୱଡ଼ା-ପୁରୀ, ଆନନ୍ଦବିହାର-ପୁରୀ, ହାୱଡା-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ଖଡ଼କପୁର-ଭଦ୍ରକ, ଭଦ୍ରକ-କଟକ, ଭଦ୍ରକ-କଟକ, ଖଡଗପୁର-ଯାଜପୁର କେନ୍ଦୁଝର ରୋଡ୍‌, ସମ୍ୱଲପୁର-ପୁରୀ, ରାଉରକେଲା-ଭୁବନେଶ୍ୱର, ରାଉରକେଲା-ପୁରୀ, ରାଉରକେଲା-ପୁରୀ(ଭିବି), ସମ୍ୱଲପୁର-ସାଲିମାର, ହଟିଆ-ପୁରୀ, ରାଉରକେଲା-ଗୁଣପୁର, ଏଲ୍‌ଟିଟି-ପୁରୀ, ଦୀଘା-ପୁରୀ, ବଡବିଲ୍‌-ପୁରୀ, ଟାଟା ନଗର-ବ୍ରହ୍ମପୁର, କେନ୍ଦୁଝର ଗଡ଼-ପୁରୀ, ପାରାଦୀପ-ପୁରୀ, କଟକ-ପଲାସା, କଟକ-ପୁରୀ, କଟକ-ଗୁଣପୁର, କଟକ-ପାରାଦୀପ, କଟକ- ପରାଦୀପ, ଭୁବନେଶ୍ୱର- ଦଶପଲ୍ଲା, ବ୍ରହ୍ମପୁର-ସୁରତ, ଗୁଣପୁର-ବିଶାଖାପାଟଣା, ପଲାସା- ବିଶାଖାପାଟଣା, ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌, ଭୁବନେଶ୍ୱର- ଜଗଦଲପୁର, ପୁରୀ-ଗୁଣପୁର, ରାଉରକେଲା-ପୁରୀ, ବ୍ରହ୍ମପୁର-ଭୁବନେଶ୍ୱର, ବିଶାଖାପାଟଣା-ଭୁବନେଶ୍ୱର(ଭିବି), ବିଶାଖାପାଟଣା-ଦୀଘା, ଗୁଣପୁର-ରାଉରକେଲା, ବିଶାଖାପାଟଣା-ଭୁବନେଶ୍ୱର, ବିଶାଖାପାଟଣା-ବ୍ରହ୍ମପୁର, ଜୁନାଗଡ଼ ରୋଡ୍‌- ଭୁବନେଶ୍ୱର, ପଲାସା-କଟକ, ଜଗଦଲପୁର-ଭୁବନେଶ୍ୱର, ପଲାସା-କଟକ, ପଲାସା-ଭୁବନେଶ୍ୱର, ଗୁଣପୁର-ପୁରୀ, ଭୁବନେଶ୍ୱର-ବାଲେଶ୍ୱର, ଭୁବନେଶ୍ୱର-ଧାନବାଦ, ଭୁବନେଶ୍ୱର-ବ୍ରହ୍ମପୁର, ପୁରୀ-ଜୟନଗର, ପୁରୀ-ସମ୍ୱଲପୁର, ପୁରୀ-ଅନୁଗୋଳ, ପୁରୀ-ତାଳଚେର, ପୁରୀ-ଅହମ୍ମଦାବାଦ, ପୁରୀ-ଦଶପଲ୍ଲା, ପୁରୀ-ଟିପିଟିୱାଇ, ପୁରୀ-ଦୀଘା, ପୁରୀ-ସିଆଲ୍‌ଦା, ପୁରୀ-ସୋନପୁର, ପୁରୀ-ହାଟିଆ, ପୁରୀ-ଋଷିକେଷ, ପୁରୀ-ନୂଆଦିଲ୍ଲୀ, ପୁରୀ-ସାଲିମାର, ପୁରୀ-ଆଜମେର୍‌, ପୁରୀ-ଖୋର୍ଦ୍ଧା ରୋଡ୍‌, ଖୋର୍ଦ୍ଧାରୋଡ଼-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ-ଖଡ଼ଗପୁର, ବିଶାଖାପାଟଣା-ପଲାସା, ଭୁବନେଶ୍ୱର-ହାୱାଡା, ପୁରୀ-ସାଲିମାର, ପୁରୀ-ହାୱାଡ଼ା, ବିଶାଖାପାଟଣା-ବ୍ରହ୍ମପୁର, ପୁରୀ-ରାଉରକେଲା ପ୍ରମୁଖ ଟ୍ରେନ୍‌ ବାତିଲ ହୋଇଛି।

Advertisment

୨୫ ତାରିଖରେ ଭଦ୍ରକ-ପଲାସା, ଜଳେଶ୍ୱର-ପୁରୀ, ବାଙ୍ଗିରିପୋଷୀ-ପୁରୀ, ଖଡଗପୁର-ଖୋର୍ଦ୍ଧା ରୋଡ୍‌, ହାୱଡା-ପୁରୀ, କେନ୍ଦୁଝର ଗଡ଼-ଖୋର୍ଦ୍ଧା ରୋଡ୍‌, ଦୀଘା-ବିଶାଖାପାଟଣା, ଭୁବନେଶ୍ୱର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଦଶପଲ୍ଲା-ପୁରୀ, ସୋନପୁର-ପୁରୀ, ସାଲିମାର-ପୁରୀ, ହାୱଡ଼ା-ପୁରୀ, ସାଲିମାର-ପୁରୀ, ସାଲିମାର-ସମ୍ୱଲପୁର, ଗୁଣପୁର-ବିଶାଖାପାଟଣା, ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ସୋନପୁର, ଭୁବନେଶ୍ୱର-ନୂଆଦିଲ୍ଲୀ(ରାଜଧାନୀ ଏକ୍ସପ୍ରେସ), ପୁରୀ-ରାଉରକେଲା, ପୁରୀ-ନାଜାମ୍‌ଦ୍ଦିନ୍‌, ପୁରୀ-ରାଉରକେଲା(ଭିବି), ପୁରୀ-ହାୱଡା, ପୁରୀ-ବଡ଼ବିଲ୍‌-ପାରାଦୀପ, ପୁରୀ-କଟକ, ପୁରୀ-ସାଲିମାର, ପୁରୀ-ଆନନ୍ଦବିହାର, ପୁରୀ-ଗୁଣପୁର, କଟକ-ଭଦ୍ରକ, କଟକ-ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍‌- ଖଡଗପୁର, ପାରାଦୀପ-କଟକ, ପାରାଦୀପ-କେନ୍ଦୁଝର ଗଡ଼, ପାରାଦୀପ-କଟକ, ଭଦ୍ରକ- ହାୱଡା, ଭଦ୍ରକ-ବାଲେଶ୍ୱର, ଦଶପଲ୍ଲା-ଭୁବନେଶ୍ୱର, ଗୁଣପୁର-ପୁରୀ, ବିଶାଖାପାଟଣା-ଗୁଣପୁର ପ୍ରମୁଖ ଟ୍ରେନ୍ ବାତିଲ ହୋଇଛି।

୨୬ ତାରିଖ ପାଇଁ ଅହମ୍ମଦାବ-ପୁରୀ, ନିଜାମ୍‌ଦ୍ଦିନ-ପୁରୀ, ଜୟନଗର-ପୁରୀ ପ୍ରମୁଖ ଟ୍ରେନ୍‌ ବାତିଲ କରାଯାଇଛି।

Weather Report Train Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe