Advertisment

ଦିଲ୍ଲୀ ପ୍ରଦୂଷଣକୁ ଟପିଗଲା ଅନୁଗୋଳ

ଏମିତିକି ତାଳଚେର, ବାଲେଶ୍ବର ଓ ଅନୁଗୋଳ ଭଳି ସହରର ବାୟୁ ପ୍ରଦୂଷଣ କେତେକ ଦିନରେ ଦିଲ୍ଲୀକୁ ମଧ୍ୟ ଟପିଯାଉଛି।

Advertisment

ରାଜ୍ୟର ଅଧିକାଂଶ ପ୍ରମୁଖ ସହରର ବାୟୁର ମାନ ବା ଏୟାର କ୍ୱାଲିଟି ଇଣ୍ଡେକ୍‌ସ ବା ଏକ୍ୟୁଆଇ ଏବେ ୩୦୦ ଉପରେ ରହୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ସିପିସିବି ପକ୍ଷରୁ ରାଜ୍ୟର କେତେକ ପ୍ରମୁଖ ସହରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାପିତ ୧୭ଟି ଅନଲାଇନ ଷ୍ଟେସନରୁ ତଥ୍ୟ ନେଇ ଏଭଳି ଚିତ୍ର ଦର୍ଶାଯାଇଛି। ଏମିତିକି ତାଳଚେର, ବାଲେଶ୍ବର ଓ ଅନୁଗୋଳ ଭଳି ସହରର ବାୟୁ ପ୍ରଦୂଷଣ କେତେକ ଦିନରେ ଦିଲ୍ଲୀକୁ ମଧ୍ୟ ଟପିଯାଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Air Pollution Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe