ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା "ଦାନା"

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ବାତ୍ୟା ?

Manoj Swain
  • Published: Monday, 21 October 2024
  • Updated: 21 October 2024, 03:54 PM IST

Sports

Latest News

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ବାତ୍ୟା ? କେତେ ରହିବ ତୀବ୍ରତା ? ପବନର ବେଗ କେତେ ରହିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ପଡ଼ିବ ? ଏମିତି ଚର୍ଚ୍ଚା ଭିତରେ ଆସିଛି ବାତ୍ୟାର ନୂଆ ଗତିପଥ। ଓଡ଼ିଶା ଉପକୂଳକୁ ହିଟ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଝିରେ ଅତିକ୍ରମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos