ଓଡିଶାକୁ ଧୋଇବ ଦାନା ! | Odisha Reporter
Advertisment
ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ବାତ୍ୟା ? କେତେ ରହିବ ତୀବ୍ରତା ? ପବନର ବେଗ କେତେ ରହିବ ? ଲାଣ୍ଡଫଲ୍ କରିବ ନା ତାପୂର୍ବରୁ ଦୁର୍ବଳ ପଡ଼ିବ ? ଏମିତି ଚର୍ଚ୍ଚା ଭିତରେ ଆସିଛି ବାତ୍ୟାର ନୂଆ ଗତିପଥ। ଓଡ଼ିଶା ଉପକୂଳକୁ ହିଟ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଝିରେ ଅତିକ୍ରମ କରିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us