ଓଡ଼ିଶା ଉପରେ ରହିବ କେତେ ପ୍ରଭାବ ?

୨୪ ତାରିଖରେ ପୁରୀ, ଖୋର୍ଦ୍ଧା, ଗଂଜାମ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡ଼ା, କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

Manoj Swain
  • Published: Sunday, 20 October 2024
  • Updated: 20 October 2024, 06:12 PM IST

Sports

Latest News

ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଏକ ବତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।୨୪ ତାରିଖରେ ପୁରୀ, ଖୋର୍ଦ୍ଧା, ଗଂଜାମ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡ଼ା, କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ଏହି ବାତ୍ୟା କେଉଁ ସ୍ଥାନରେ ମାଡ଼ ହେବ ? ଓଡ଼ିଶା ଉପରେ ରହିବ କେତେ ପ୍ରଭାବ ? ଶୁଣନ୍ତୁ କ’ଣ କହୁଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos