କେଉଁଠି ମାଡ଼ ହେବ ବାତ୍ୟା ? | Odisha Reporter
Advertisment
ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଏକ ବତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।୨୪ ତାରିଖରେ ପୁରୀ, ଖୋର୍ଦ୍ଧା, ଗଂଜାମ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡ଼ା, କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ତେବେ ଏହି ବାତ୍ୟା କେଉଁ ସ୍ଥାନରେ ମାଡ଼ ହେବ ? ଓଡ଼ିଶା ଉପରେ ରହିବ କେତେ ପ୍ରଭାବ ? ଶୁଣନ୍ତୁ କ’ଣ କହୁଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us