ହିଟ୍ ଷ୍ଟ୍ରୋକ କାହିଁକି ହୁଏ ? ଅଂଶୁଘାତରୁ ରକ୍ଷା ପାଇବେ କିପରି ? ତାପମାତ୍ରା ବଢିବା ସହିତ ଅଂଶୁଘାତ ହେବାର ଆଶାଙ୍କା ରହିଛି। ତେବେ କିପରି ଅଂଶୁଘାତରୁ ନିଜକୁ ସର୍ତକ କରିବା ଶୁଣନ୍ତୁ ଏନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।