କେବେ କମିବ ବର୍ଷା ? | Odisha Reporter
Advertisment
ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବିଜୁଳି, ଘଡ଼ଘଡି ସହ ବର୍ଷା। ସେହିଭଳି ଟ୍ବିନ୍ ସିଟି କଟକ ଓ ଭୁବନେଶ୍ବରରେ ଲାଗି ରହିଛି ଝିପିଝିପି ବର୍ଷା, ଜନଜୀବନ ପ୍ରଭାବିତ। ତେବେ କେବେ କମିବ ବର୍ଷା ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us