Advertisment

ମ୍ୟାଡାମ୍, ଇଏ ଭୁବନେଶ୍ବର, ଦିଲ୍ଲୀ ନୁହେଁ

ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି ।

author-image
Manoj Swain

ଡ୍ରେନ ଭିତରୁ ଅପରିଷ୍କାର ପାଣି ବାହାରି ରାସ୍ତାରେ ମାଡୁଛି । ମାତ୍ର ୫ରୁ ୬ ଘଣ୍ଟା ବର୍ଷାରେ ରାଜଧାନୀ ଭୁବନେଶ୍ବରର ଏ ବିଚିତ୍ର ଦୃଶ୍ୟ ଦେଖିଲା ପରେ ବି ମେୟରଙ୍କ ପଦେ କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ନ ଦେଇ ରହି ପାରିବେ ନାହିଁ।

Advertisment
Odisha Bhubaneswar