ମ୍ୟାଡାମ୍... ଇଏ ଭୁବନେଶ୍ବର, ଦିଲ୍ଲୀ ନୁହେଁ | Odisha Reporter
Advertisment
ଡ୍ରେନ ଭିତରୁ ଅପରିଷ୍କାର ପାଣି ବାହାରି ରାସ୍ତାରେ ମାଡୁଛି । ମାତ୍ର ୫ରୁ ୬ ଘଣ୍ଟା ବର୍ଷାରେ ରାଜଧାନୀ ଭୁବନେଶ୍ବରର ଏ ବିଚିତ୍ର ଦୃଶ୍ୟ ଦେଖିଲା ପରେ ବି ମେୟରଙ୍କ ପଦେ କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ନ ଦେଇ ରହି ପାରିବେ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us