‘ମେୟରଙ୍କ କଥା ବଡ଼ କାମ ଜିରୋ’ | Odisha Reporter
‘ମେୟରଙ୍କ କଥା ବଡ଼, କାମ ଜିରୋ’
ଅସରାଏ ବର୍ଷାରେ ବେହାଲ୍ କଟକ । ରାଜରାସ୍ତାରେ ପାଣିର ସୁଅ । କଟକ ରାଉସାପାଟଣା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ଘର ଭିତରେ ପଶିଲା ଡ୍ରେନ୍ ପାଣି। ସ୍ଥାନୀୟ ଲୋକ ଅସନ୍ତୋଷ।
‘ମେୟରଙ୍କ କଥା ବଡ଼ କାମ ଜିରୋ’ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
