Advertisment

‘ମେୟରଙ୍କ କଥା ବଡ଼, କାମ ଜିରୋ’

ଅସରାଏ ବର୍ଷାରେ ବେହାଲ୍ କଟକ । ରାଜରାସ୍ତାରେ ପାଣିର ସୁଅ । କଟକ ରାଉସାପାଟଣା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ଘର ଭିତରେ ପଶିଲା ଡ୍ରେନ୍‌ ପାଣି। ସ୍ଥାନୀୟ ଲୋକ ଅସନ୍ତୋଷ।

Advertisment

ଅସରାଏ ବର୍ଷାରେ ବେହାଲ୍ କଟକ । ରାଜରାସ୍ତାରେ ପାଣିର ସୁଅ । କଟକ ରାଉସାପାଟଣା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ଘର ଭିତରେ ପଶିଲା ଡ୍ରେନ୍‌ ପାଣି। ସ୍ଥାନୀୟ ଲୋକ ଅସନ୍ତୋଷ। ମେୟରଙ୍କ କଥା ବଡ଼ କାମ ଜିରୋ ବୋଲି କହିଛନ୍ତି କଟକବାସୀ।

Advertisment
Odisha Cmc Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe