Advertisment

ଇସ୍କନ ସାମ୍ନାରେ ବୁଡ଼ ପକାଇଲେ ଯୁବକ

ବର୍ଷାରେ ବେହାଲ୍‌ ହେଲା ରାଜଧାନୀ ଭୁବନେଶ୍ୱର। ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ବର୍ଷା ପାଣିରେ ମନ୍ଦିର ସମ୍ମୁଖରେ ଜଣେ ଯୁବକ ସେହି ପାଣିରେ ଗାଧୋଉଥିବା ଦେଖିବାକୁ ମିଳିଛି ।

author-image
Manoj Swain

ବର୍ଷାରେ ବେହାଲ୍‌ ହେଲା ରାଜଧାନୀ ଭୁବନେଶ୍ୱର। ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ବର୍ଷା ପାଣିରେ ମନ୍ଦିର ସମ୍ମୁଖରେ ଜଣେ ଯୁବକ ସେହି ପାଣିରେ ଗାଧୋଉଥିବା ଦେଖିବାକୁ ମିଳିଛି । 

Advertisment
Odisha Bhubaneswar