ଇସ୍କନ ସାମ୍ନାରେ ବୁଡ଼ ପକାଇଲେ ଯୁବକ | Odisha Reporter
Advertisment
ବର୍ଷାରେ ବେହାଲ୍ ହେଲା ରାଜଧାନୀ ଭୁବନେଶ୍ୱର। ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ବର୍ଷା ପାଣିରେ ମନ୍ଦିର ସମ୍ମୁଖରେ ଜଣେ ଯୁବକ ସେହି ପାଣିରେ ଗାଧୋଉଥିବା ଦେଖିବାକୁ ମିଳିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us