Advertisment

ତାତିରେ ରେକର୍ଡ କଲା ଝାରସୁଗୁଡ଼ା

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦାରେ ୪୩.୬ ଡିଗ୍ରୀ, ନୂଆପଡ଼ାରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୪ ଡିଗ୍ରୀ, ବୌଦ୍ଧରେ ୪୩.୨ ଡିଗ୍ରୀ

Heat Wave

Heat Wave

Advertisment

ତାତିରେ ରେକର୍ଡ କଲା ଝାରସୁଗୁଡ଼ା। ଆଜି ଏଠାରୁ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୩୩ ସହର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦାରେ ୪୩.୬ ଡିଗ୍ରୀ, ନୂଆପଡ଼ାରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୪ ଡିଗ୍ରୀ, ବୌଦ୍ଧରେ ୪୩.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୩ ଡିଗ୍ରୀ, କଟକରେ ୪୩ ଡିଗ୍ରୀ,ବଲାଙ୍ଗିରରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ, ଭଦ୍ରକରେ ୪୨.୮ ଡିଗ୍ରୀ, ଢେଙ୍କାନାଳରେ ୪୨.୭ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୬ ଡିଗ୍ରୀ, ଯାଜପୁରରେ ୪୨.୫ ଡିଗ୍ରୀ, ସମ୍ୱଲପୁରରେ ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୪ ଡିଗ୍ରୀ, ଭବାନୀପାଟଣାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୪ ଡିଗ୍ରୀ, ଭୁବନେଶ୍ୱରରେ ୪୨.୨ ଡିଗ୍ରୀ, ନୟାଗଡ଼ରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ଜଗତସିଂହପୁରରେ ୪୨ ଡିଗ୍ରୀ, ଚାନ୍ଦବାଲିରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୧.୮ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୫ ଡିଗ୍ରୀ, ରାଉରକେଲାରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧.୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ବରଗଡ଼ରେ ୪୦.୮ ଡିଗ୍ରୀ, ଫୁଲବାଣୀରେ ୪୦.୬ ଡିଗ୍ରୀ, ରାୟଗଡ଼ାରେ ୪୦.୬ ଡିଗ୍ରୀ, ନବରଙ୍ଗପୁରରେ ୪୦.୪ ଡିଗ୍ରୀ, ଛତ୍ରପୁରରେ ୪୦.୨ ଡିଗ୍ରୀ, ଦେବଗଡ଼ରେ ୩୯.୮ ଡିଗ୍ରୀ, କୋରାପୁଟରେ ୩୭.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩ ଡିଗ୍ରୀ, ପୁରୀରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe