ମଇଳା ପାଣିରେ ଗାଧୋଇପଡ଼ିଲା ପୁରା ରାଜଧାନୀ | Bhubaneswar Rain Updates | Odisha Reporter
Advertisment
ବର୍ଷା ଅସରାଏ ହେଲେ ଭୁବନେଶ୍ବର ଆଉ ଭୁବନେଶ୍ବର ଭଳି ହୋଇ ଲାଗୁ ନାହିଁ। ବନ୍ଧରେ ଘାଇ ହେଲେ ଯେମିତି ତଳିଆ ଅଞ୍ଚଳର ଲୋକେ ପାଣିରେ ଉବୁଟୁବୁ ହୁଅନ୍ତି, ଠିକ ସେମିତି ବର୍ଷା ହେଲେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ୁଛି। ଇଏ ହେଉଛି ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ରାଜୀବ ନଗରର ଦୃଶ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us