ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ

ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ। ବର୍ଷା ପରେ ଭୁବନେଶ୍ୱରରେ ଜଳବନ୍ଦୀ ସ୍ଥିତି। ଭୁବନେଶ୍ୱର ରାଜରାସ୍ତାରେ ପାଣିର ସୁଅ । କମିଶନରେଟ୍ ପୁଲିସ ମୁଖ୍ୟାଳୟ ସାମ୍ନାରେ ଆଣ୍ଠୁଏ ପାଣି ।

Manoj Swain
  • Published: Saturday, 15 July 2023
  • Updated: 15 July 2023, 01:33 PM IST

ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ। ବର୍ଷା ପରେ ଭୁବନେଶ୍ୱରରେ ଜଳବନ୍ଦୀ ସ୍ଥିତି। ଭୁବନେଶ୍ୱର ରାଜରାସ୍ତାରେ ପାଣିର ସୁଅ । କମିଶନରେଟ୍ ପୁଲିସ ମୁଖ୍ୟାଳୟ ସାମ୍ନାରେ ଆଣ୍ଠୁଏ ପାଣି । ଏନେଇ ଦେଖନ୍ତୁ କଣ କହୁଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos