‘ଦେଖୁଛୁ ଡ୍ରେନରୁ କାହିଁକି ବାହାରୁଛି ପାଣି’ | Odisha Reporter
Advertisment
ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ। ବର୍ଷା ପରେ ଭୁବନେଶ୍ୱରରେ ଜଳବନ୍ଦୀ ସ୍ଥିତି। ଭୁବନେଶ୍ୱର ରାଜରାସ୍ତାରେ ପାଣିର ସୁଅ । କମିଶନରେଟ୍ ପୁଲିସ ମୁଖ୍ୟାଳୟ ସାମ୍ନାରେ ଆଣ୍ଠୁଏ ପାଣି । ଏନେଇ ଦେଖନ୍ତୁ କଣ କହୁଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us