Advertisment

ବାତ୍ୟାର ନାଁ ଦାନା କାହିଁକି ?

ଦାନାର ଅର୍ଥ କଣ ? ନାମକରଣ ପଛରେ କଣ ରହିଛ କାରଣ ?

author-image
Manoj Swain

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ସବୁଠି ଭୟ । ଓଡ଼ିଶା ପାଇଁ ବିପଦ ଆଣିବାକୁ ଥିବା ଏହି ବାତ୍ୟାକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ତେବେ ବେଶୀ ଆଲୋଚନା ହେଉଛି ଏହାର ନାମକରଣକୁ ନେଇ। କିଏ ଏହାର ନାଁ ଦାନା ଦେଲା ? କାହିଁକି ହେଲା ଏଭଳି ନାମକରଣ ? ଦାନାର ଅର୍ଥ କଣ ? ନାମକରଣ ପଛରେ କଣ ରହିଛ କାରଣ ?

Advertisment
Cyclone Odisha Cyclone Dana