/odisha-reporter/media/post_attachments/uploads/2016/06/giraf-1.jpg)
giraf
ଭୁବନେଶ୍ୱର: ଫ୍ଲାଟ୍ ଦେବା ନାଁରେ ୯କୋଟି ଟଙ୍କା ଠକେଇ ଅଭିଯୋଗରେ ମା’ ତାରିଣୀ କନ୍ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ନିରଞ୍ଜନ ରଣାଙ୍କୁ ପୋଲିସ୍ ଗିରଫ କରିଛି। ନିରଞ୍ଜନ ଜଣେ ଫିଲ୍ମ ପ୍ରଯୋଜକ ଭାବେ ମଧ୍ୟ ଜଣାଶୁଣା। ତାରିଣୀ ଫିଲ୍ମସ୍ ବ୍ୟାନରରେ ସେ ହରିଭାଇ ହାରେନା, ପହିଲି ରଜ ଓ ଟାର୍ଗେଟ୍ ଭଳି ବହୁ ଫିଲ୍ମରେ ପ୍ରଯୋଜନା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
