Advertisment

ବହୁ ରୋଗର ଅବ୍ୟର୍ଥ ଔଷଧ ଜିରା-ଗୁଡ ଡ୍ରିଙ୍କ୍‌

ଜିରା ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ଡାଲି, ଡାଲମା ଅବା ଯେ କୌଣସି ଖାଦ୍ୟ ପ୍ରସ୍ତୁତି କରିବାରେ ଜିରା ଆବଶ୍ୟକ ହୁଏ। ସେହିପରି କିଛି ଖାଦ୍ୟକୁ ମିଠା କରିବା ପାଇଁ ଗୁଡ଼କୁ ବ୍ୟବହାର କରାଯାଏ। ତେବେ ଏହି ଦୁଇଟିକୁ ମିଶାଇ କେବେ ଖାଇଛନ୍ତି? ଜିରା-ଗୁଡ ଡ୍ରିଙ୍କ୍ ବଡ଼ ଉପକାରୀ । ଏହା ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ଜିରା ଗୁଡ ପାଣିରୁ ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ। ଆହୁରି ମଧ୍ୟ ପଢନ୍ତୁ: ଖାଲି ପେଟରେ ଚା […]

author-image
Rakesh Mallick
ଅଦ୍ୟତନ ହୋଇଛି
ବହୁ ରୋଗର ଅବ୍ୟର୍ଥ ଔଷଧ ଜିରା-ଗୁଡ ଡ୍ରିଙ୍କ୍‌

JeeraWater

ଜିରା ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ଡାଲି, ଡାଲମା ଅବା ଯେ କୌଣସି ଖାଦ୍ୟ ପ୍ରସ୍ତୁତି କରିବାରେ ଜିରା ଆବଶ୍ୟକ ହୁଏ। ସେହିପରି କିଛି ଖାଦ୍ୟକୁ ମିଠା କରିବା ପାଇଁ ଗୁଡ଼କୁ ବ୍ୟବହାର କରାଯାଏ। ତେବେ ଏହି ଦୁଇଟିକୁ ମିଶାଇ କେବେ ଖାଇଛନ୍ତି? ଜିରା-ଗୁଡ ଡ୍ରିଙ୍କ୍ ବଡ଼ ଉପକାରୀ । ଏହା ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ଜିରା ଗୁଡ ପାଣିରୁ ଶରୀରକୁ କଣ ସବୁ ଫାଇଦା ମିଳିଥାଏ

Advertisment

ଆହୁରି ମଧ୍ୟ ପଢନ୍ତୁ: ଖାଲି ପେଟରେ ଚା ପିଉଛନ୍ତି କି ? ଜୀବନ ପ୍ରତି ରହିଛି ବିପଦ

- ଗୁଡ ଓ ଜିରା ମିଶ୍ରିତ ପାଣି ଏନିମିଆରୁ ରକ୍ଷା  କରିଥାଏ। ଏହା ସହ ରକ୍ତ ପ୍ରବାହକୁ ଭଲ ରଖେ।

  • ଏହି ମିଶ୍ରଣ ପିଇବା ଦ୍ୱାରା ଜ୍ୱର, ମୁଣ୍ଡବ୍ୟଥାରୁ ରକ୍ଷା ମିଳିଥାଏ
  • ପ୍ରାକୁତିକ ଗୁଣରେ ଭରପୂର ଥିବା ଜିରା ଓ ଗୁଡ଼ ମିଶ୍ରିତ ପାଣି ପିଇଲେ ଶରୀରରୁ ସମସ୍ତ ଆବର୍ଜନା ବାହାରି ଯାଏ ଓ ପାଚନ ତନ୍ତ୍ର ସୁସ୍ଥ ରହେ।
  • ପେଟ ଦରଜ, ପେଟ ଫୁଲିବା ପରି ସମସ୍ୟା ଭୋଗୁଥିଲେ ଜିରା-ଗୁଡ଼ ପାଣି ପିଅନ୍ତୁ। ଧୀରେ ଧୀରେ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିପାରିବ।
  • ପିଠି ଦରଜ, ଅଣ୍ଟା ବ୍ୟଥା ପରି ସମସ୍ୟା ଥିଲେ ଜିରା-ଗୁଡ ପାଣି ପିଇଲେ ଏହି ସବୁ ସମସ୍ୟାରୁ ମୁକ୍ତି ଦେବା ସହ ଶରୀରକୁ ସୁସ୍ଥ ରଖେ।
Advertisment

ପ୍ରସ୍ତୁତ କରିବେ କିପରି?

ଦୁଇ କପ୍‌ ପାଣିରେ ଏକ ଚାମଚ ଗୁଡ଼ ଓ ଦୁଇ ଚାମଚ ଜିରା ମିଶାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହି ପାନୀୟକୁ ସକାଳ ଖାଲି ପେଟରେ ପିଅନ୍ତୁ।

ଅଧିକ ସ୍ୱାସ୍ଥ୍ୟ ଖବର: ଗର୍ଭାବସ୍ଥାରେ ଶୋଇବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌